Quantum Mirror

ବିଜେପି ଓ ଆରଏସଏସର ଫେସବୁକ୍-ହ୍ଵାଟ୍ସଆପ୍ ଉପରେ କବ୍ଜା : ରାହୁଲ ଗାନ୍ଧୀ

ବିଜେପି ଓ ଆରଏସଏସର ଫେସବୁକ୍-ହ୍ଵାଟ୍ସଆପ୍ ଉପରେ କବ୍ଜା : ରାହୁଲ ଗାନ୍ଧୀ

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ବିଜେପି) ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ) ଉପରେ ଶାଣିତ ସ୍ଵରରେ ନିଶାଣ ସାଧିଛନ୍ତି ସେ କହିଛନ୍ତି ବିଜେପି, ଆରଏସଏସ ଭାରତରେ ଫେସବୁକ୍ ହ୍ଵାଟ୍ସଆପ୍କୁ ନିୟନ୍ତ୍ରିତ କରୁଛନ୍ତି ସେମାନେ ଏହା ମାଧ୍ୟମରେ ମିଥ୍ୟା ଖବର ଘୃଣା ପ୍ରଚାରିତ କରୁଛନ୍ତି ଏହା ସହିତ ଏହି ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ କରୁଛନ୍ତି

ରାହୁଲ ଗାନ୍ଧୀ ଏକ ରିପୋର୍ଟକୁ ଉଲ୍ଲେଖ କରି ବିଜେପି ଆରଏସଏସ ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧୀ ଟ୍ଵିଟ୍ କରିଛନ୍ତି ଭାରତରେ ଫେସବୁକ୍ ହ୍ଵାଟ୍ସଆପକୁ ବିଜେପି ଆରଏସଏସ କବ୍ଜା କରି ରଖିଛନ୍ତି। ଏହା ଜରିଆରେ ଫେକ୍ ନ୍ୟୁଜ୍ ଘୃଣା ପ୍ରଚାରିତ କାମ କରାଯାଉଛି। ଏହାର ବ୍ୟବହାର ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ କରୁଛନ୍ତି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×