ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୪୫୩୩କୁ ବୃଦ୍ଧି ପାଇଛି।
୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୧୯
ନୂଆ ଆକ୍ରାନ୍ତ : ୨୨୩୯
କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୪୧୬
ସ୍ଥାନୀୟ ଅଞ୍ଚଳରୁ୮୨୩
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୧୩୦
୩- ବରଗଡ଼ ଜିଲ୍ଲାରୁ – ୫୧
୪- ଭଦ୍ରକ ଜିଲ୍ଲାରୁ – ୭୩
୫- ବଲାଙ୍ଗୀର ଜିଲ୍ଲାରୁ – ୬୬
୬- ବୌଦ୍ଦ ଜିଲ୍ଲାରୁ – ୫୩
୭- କଟକ ଜିଲ୍ଲାରୁ – ୧୧୭
୮- ଢେଙ୍କାନାଳ ଜିଲ୍ଲାରୁ – ୩୬
୯- ଗଜପତି ଜିଲ୍ଲାରୁ – ୪୨
୧୦- ଗଞ୍ଜାମ ଜିଲ୍ଲାରୁ – ୨୪୬
୧୧- ଜଗତସିଂହପୁର ଜିଲ୍ଲାରୁ – ୨୬
୧୨- ଯାଜପୁର ଜିଲ୍ଲାରୁ – ୭୫
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧୩
୧୪- କଳାହାଣ୍ଡି ଜିଲ୍ଲାରୁ – ୨୧
୧୫- କନ୍ଧମାଳ ଜିଲ୍ଲାରୁ – ୯୦
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭
୧୭- କେନ୍ଦୁଝର ଜିଲ୍ଲାରୁ – ୭୨
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୪୧୯
୧୯- କୋରାପୁଟ ଜିଲ୍ଲାରୁ – ୯୧
୨୦- ମାଲକାନଗିରି : ୫୫
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୮୦
୨୨- ନବରଙ୍ଗପୁର ଜିଲ୍ଲାରେ: ୧୪
୨୩- ନୟାଗଡ଼ ଜିଲ୍ଲାରୁ – ୧୪୭
୨୪- ନୂଆପଡ଼ା ଜିଲ୍ଲାରୁ – ୮
୨୫- ପୁରୀ ଜିଲ୍ଲାରୁ – ୪୦
୨୬- ରାୟଗଡ଼ା ଜିଲ୍ଲାରୁ – ୧୨୦
୨୭- ସମ୍ବଲପୁର ଜିଲ୍ଲାରୁ – ୫୩
୨୮- ସୋନପୁର ଜିଲ୍ଲାରୁ – ୨୪
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୬୪
ନୂଆ ସୁସ୍ଥ ହୋଇଥିଲେ୧୫୦୩
ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୦୦୯୪୫୪
ମୋଟ ଆକ୍ରାନ୍ତ ୬୪୫୩୩
ମୋଟ ସୁସ୍ଥ ହେଲେଣି ୪୩୭୭୯
ସକ୍ରୀୟ ଆକ୍ରାନ୍ତ – ୨୦୩୩୯