Quantum Mirror

ଆଜି ରାଜ୍ୟରେ ଆଉ ୨୨୩୯ ଜଣ କୋରୋନା ରୋଗୀ ଚିହ୍ନଟ ।

ଆଜି ରାଜ୍ୟରେ ଆଉ ୨୨୩୯ ଜଣ କୋରୋନା ରୋଗୀ ଚିହ୍ନଟ ।

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୪୫୩୩କୁ ବୃଦ୍ଧି ପାଇଛି।

୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୧୯

ନୂଆ ଆକ୍ରାନ୍ତ : ୨୨୩୯

କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୪୧୬

ସ୍ଥାନୀୟ ଅଞ୍ଚଳରୁ୮୨୩

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୬

୨- ବାଲେଶ୍ୱର ଜିଲ୍ଲାରୁ –  ୧୩୦

୩- ବରଗଡ଼ ଜିଲ୍ଲାରୁ –  ୫୧

୪- ଭଦ୍ରକ ଜିଲ୍ଲାରୁ –  ୭୩

୫- ବଲାଙ୍ଗୀର ଜିଲ୍ଲାରୁ –  ୬୬

୬- ବୌଦ୍ଦ ଜିଲ୍ଲାରୁ –  ୫୩

୭- କଟକ ଜିଲ୍ଲାରୁ –  ୧୧୭

୮- ଢେଙ୍କାନାଳ ଜିଲ୍ଲାରୁ –  ୩୬

୯- ଗଜପତି ଜିଲ୍ଲାରୁ –  ୪୨

୧୦- ଗଞ୍ଜାମ ଜିଲ୍ଲାରୁ –  ୨୪୬

୧୧- ଜଗତସିଂହପୁର ଜିଲ୍ଲାରୁ –  ୨୬

୧୨- ଯାଜପୁର ଜିଲ୍ଲାରୁ –  ୭୫

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୧୩

୧୪- କଳାହାଣ୍ଡି ଜିଲ୍ଲାରୁ –  ୨୧

୧୫- କନ୍ଧମାଳ ଜିଲ୍ଲାରୁ –  ୯୦

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭

୧୭- କେନ୍ଦୁଝର ଜିଲ୍ଲାରୁ –  ୭୨

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୪୧୯

୧୯- କୋରାପୁଟ ଜିଲ୍ଲାରୁ –  ୯୧

୨୦- ମାଲକାନଗିରି : ୫୫

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୮୦

୨୨- ନବରଙ୍ଗପୁର ଜିଲ୍ଲାରେ: ୧୪

୨୩- ନୟାଗଡ଼ ଜିଲ୍ଲାରୁ –  ୧୪୭

୨୪- ନୂଆପଡ଼ା ଜିଲ୍ଲାରୁ –  ୮

୨୫- ପୁରୀ ଜିଲ୍ଲାରୁ –  ୪୦

୨୬- ରାୟଗଡ଼ା ଜିଲ୍ଲାରୁ –  ୧୨୦

୨୭- ସମ୍ବଲପୁର ଜିଲ୍ଲାରୁ –  ୫୩

୨୮- ସୋନପୁର ଜିଲ୍ଲାରୁ –  ୨୪

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୬୪

 

ନୂଆ ସୁସ୍ଥ ହୋଇଥିଲେ୧୫୦୩

ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୦୦୯୪୫୪

ମୋଟ ଆକ୍ରାନ୍ତ ୬୪୫୩୩

ମୋଟ ସୁସ୍ଥ ହେଲେଣି ୪୩୭୭୯

ସକ୍ରୀୟ ଆକ୍ରାନ୍ତ –  ୨୦୩୩୯

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×