Quantum Mirror

କର୍ଣ୍ଣାଟକରେ ମିଳିବ ମାଗଣାରେ ଭ୍ୟାକସିନ

କର୍ଣ୍ଣାଟକରେ ମିଳିବ ମାଗଣାରେ ଭ୍ୟାକସିନ

ବେଙ୍ଗାଲୁରୁ ୨୬/୦୪ : କର୍ଣ୍ଣାଟକରେ ୧୮୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମିଳିବ ମାଗଣା ଭ୍ୟାକସିନ୍ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପା ଟ୍ବିଟ୍କରି ୟେଦିୟୁରପ୍ପା କହିଛନ୍ତି, ‘ ସମସ୍ତ ଟିକାକରଣ କେନ୍ଦ୍ରରେ ଭ୍ୟାକସିନ୍ଉପଲବ୍ଧ ହେବ ଏବଂ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତଙ୍କୁ ମାଗଣାରେ ଭ୍ୟାକସିନ ଦିଆଯିବ ଯେଉଁମାନେ ଟିକା ନେବାକୁ ଅଛି ସେମାନେ ଆସନ୍ତା ବୁଧବାର ଠାରୁ ପଞ୍ଜିକରଣ କରିପାରିବେ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×