ରାଜ୍ୟରେ ଆଜି ଆଉ ୧୦ ଜଣଙ୍କ ଜୀବନ ନେଲା କୋରୋନା, ଗଞ୍ଜାମରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧାରେ ୨ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ, ସମ୍ବଲପୁର, ନୟାଗଡ଼, କୋରାପୁଟ ଓ ଅନୁଗୁଳରେ ଜଣେ ଲେଖାଏଁ ମୃତ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି
Regret to inform the demise of Ten #COVID19 positive patients while under treatment in hospitals.
1. A 55-year old male of Angul district who was also suffering from Diabetess.
2. A 70-year old male of Bhubaneswar who was also suffering from Diabetes, Hypertension.
— H & FW Dept Odisha (@HFWOdisha) August 21, 2020