ଭୁବନେଶ୍ୱର: ରାଜ୍ୟରେ ଆଉ ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩,୦୪,୯୦୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 1011 Covid patients have recovered and are being discharged on 21.11.2020
138 from Anugul
114 from Khordha
81 from Bolangir
78 from Cuttack
76 from Mayurbhanj
45 from Baleswar
45 from Jagatsinghpur
43 from Kendrapara
40 from Kalahandi
39 from Sundargarh
34 from Bargarh— H & FW Dept Odisha (@HFWOdisha) November 21, 2020