ଭୁବନେଶ୍ୱର: ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୧୨୭୧ ଆକ୍ରାନ୍ତ। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୨,୯୬,୫୧୬କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶନିବାର ଟ୍ଵିଟ୍ କରି ଏହି ସୂଚନା ଦେଇଛି।
Another 1271 Covid patients have recovered and are being discharged on 14.11.2020
146 from Khordha
116 from Cuttack
103 from Baleswar
94 from Mayurbhanj
66 from Anugul
58 from Jagatsinghpur
55 from Bargarh
50 from Kalahandi
46 from Nuapada
45 from Keonjhar
43 from Bolangir— H & FW Dept Odisha (@HFWOdisha) November 14, 2020