ରାଜ୍ୟରେ ଆଜି ୧୮୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ
ରାଜ୍ୟରେ ଆଜି ୧୮୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ
ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୭୩୮୩୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 1800 Covid patients have recovered and are being discharged on 30.10.2020
233 from Khordha
148 from Cuttack
100 from Nuapada
94 from Mayurbhanj
81 from Anugul
76 from Sundargarh
74 from Keonjhar
72 from Baleswar
69 from Puri
66 from Jajapur
65 from Bargarh— H & FW Dept Odisha (@HFWOdisha) October 30, 2020