ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୦୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୭୦୧୩୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 2015 Covid patients have recovered and are being discharged on 28.10.2020
312 from Khordha
218 from Anugul
135 from Cuttack
88 from Baleswar
85 from Jagatsinghpur
83 from Mayurbhanj
81 from Jajapur
75 from Keonjhar
69 from Puri
65 from Kendrapara
64 from Bolangir— H & FW Dept Odisha (@HFWOdisha) October 28, 2020