ରାଜ୍ୟରେ ଆଜି ୩୦୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୯୯୩୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 3034 #COVID19 patients have recovered and are being discharged on 07.09.2020
892 from Khordha
242 from Mayurbhanj
168 from Bargarh
154 from Ganjam
150 from Cuttack
139 from Rayagada
97 from Baleswar
97 from Sundargarh
95 from Keonjhar
83 from Sambalpur
80 from Kendrapara— H & FW Dept Odisha (@HFWOdisha) September 7, 2020