ସୋମବାର ରାଜ୍ୟରେ ଆଉ ୩୩୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୨୨୦୨୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 3382 Covid patients have recovered and are being discharged on 14.09.2020
503 from Khordha
344 from Cuttack
262 from Bargarh
177 from Jajapur
175 from Mayurbhanj
167 from Bhadrak
156 from Baleswar
146 from Dhenkanal
112 from Puri
102 from Jagatsinghpur
95 from Rayagada— H & FW Dept Odisha (@HFWOdisha) September 14, 2020