ଭୁବନେଶ୍ୱର: ଆଜି ରାଜ୍ୟରେ ୪୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୨୫୪୮କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୮୫ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 22nd September
New Positive Cases: 4237
In quarantine: 2485
Local contacts: 1752(Details of local contacts will be shared by concerned Dist Administration)
District Wise Cases
1. Angul: 110
2. Balasore: 161
3. Bargarh: 121
4. Bhadrak: 136
5. Balangir: 67— I & PR Department, Odisha (@IPR_Odisha) September 23, 2020