ଭୁବନେଶ୍ୱର: ରାଜ୍ୟରେ ଆଉ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩,୦୮,୮୩୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 737 Covid patients have recovered and are being discharged on 26.11.2020
73 from Khordha
70 from Sundargarh
53 from Mayurbhanj
44 from Anugul
40 from Jagatsinghpur
39 from Cuttack
37 from Nabarangpur
36 from Nuapada
33 from Jharsuguda
32 from Keonjhar
32 from Puri— H & FW Dept Odisha (@HFWOdisha) November 26, 2020