ଭୁବନେଶ୍ୱର: ରାଜ୍ୟରେ ଆଉ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩,୧୦,୫୪୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 802 Covid patients have recovered and are being discharged on 28.11.2020
104 from Khordha
80 from Sundargarh
70 from Cuttack
56 from Mayurbhanj
51 from Jagatsinghpur
49 from Nuapada
43 from Anugul
32 from Kendrapara
29 from Bolangir
27 from Puri
26 from Koraput— H & FW Dept Odisha (@HFWOdisha) November 28, 2020