ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୦୫ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି
ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୦୫ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି
ଭୁବନେଶ୍ୱର: ରାଜ୍ୟରେ ଆଉ ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩,୦୫,୮୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 905 Covid patients have recovered and are being discharged on 22.11.2020
92 from Sundargarh
60 from Keonjhar
59 from Cuttack
49 from Mayurbhanj
48 from Khordha
43 from Jagatsinghpur
43 from Sambalpur
41 from Kalahandi
40 from Nuapada
39 from Anugul
39 from Jajapur— H & FW Dept Odisha (@HFWOdisha) November 22, 2020