ଭୁବନେଶ୍ୱର: ରାଜ୍ୟରେ ଆଉ ୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ୍ ୩ ଲକ୍ଷ ୯ ହଜାର ୭୪୭ କୋରୋନା ଆକ୍ରାନ୍ତ ସୁସ୍ଥ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 908 Covid patients have recovered and are being discharged on 27.11.2020
83 from Khordha
65 from Anugul
63 from Cuttack
56 from Mayurbhanj
54 from Sundargarh
51 from Jharsuguda
51 from Keonjhar
49 from Baleswar
42 from Jajapur
40 from Bolangir
39 from Kendrapara— H & FW Dept Odisha (@HFWOdisha) November 27, 2020