Quantum Mirror

ଆଜି ରାଜ୍ୟରେ ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର  ରାଜ୍ୟରେ ସୁସ୍ଥ ହେଲେ ୯୭୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୪୫୭୫୬୯କୁ ବୃଦ୍ଧି ପାଇଛି ଆଜି ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୭୮୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେହିପରି ସୁନ୍ଦରଗଡ଼ ୧୧୦୦, କଟକ ୮୨୩, ବରଗଡ଼ ୫୦୬, ସମ୍ବଲପୁର ୪୨୫, ନବରଙ୍ଗପୁର ୪୧୨, ନବରଙ୍ଗପୁର ୪୦୭, ଅନୁଗୁଳ ୩୯୩, ନୂଆପଡ଼ା ୩୮୫, କଳାହାଣ୍ଡି ୩୭୩, ପୁରୀ ୩୦୪, ଯାଜପୁର ୨୩୧, ନୟାଗଡ଼ ୨୨୬, ମୟୂରଭଞ୍ଜ ୧୯୯, ବଲାଙ୍ଗିର ୧୯୫, କେନ୍ଦୁଝର ୧୬୧, ରାୟଗଡ଼ା ୧୫୦, ଜଗତସିଂହପୁର ୧୪୫, କେନ୍ଦ୍ରାପଡ଼ା ୧୩୨, ବାଲେଶ୍ବର ୧୨୫, ସୋନପୁର ୧୨୩, ଗଜପତି ୧୧୮, ଗଞ୍ଜାମ ୧୧୪, କୋରାପୁଟ ୮୯, କନ୍ଧମାଳ ୬୮, ମାଲକାନଗିରି ୪୩, ଢେଙ୍କାନାଳ ୪୨, ବୌଦ୍ଧ ୩୭ ଦେବଗଡ଼ରୁ ୨୭ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ଯୋଗେ ସୂଚନା ଦିଆଯାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×