Quantum Mirror

ଘରର ବାସ୍ତୁ ଦୋଷ ଦୂର କରିବାର ସହଜ ଉପାୟ

ଘରର ବାସ୍ତୁ ଦୋଷ ଦୂର କରିବାର ସହଜ ଉପାୟ

ମଣିଷର ବ୍ୟକ୍ତିଗତ ଜୀବନରେ ଲାଗି ରହୁଥିବା ସମସ୍ୟାର କାରଣ ବାସ୍ତୁ ଦୋଷ ବାସ୍ତୁ ଦୋଷ କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ପାଇଁ ବ୍ୟକ୍ତି ଶାରିରୀକ ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇଥାଆନ୍ତି ମାତ୍ର କିଛି ସରଳ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ଜାଣନ୍ତୁ…..

  • ଘରର ମୁଖ୍ୟଦ୍ୱାରରେ ପ୍ରଭୁ ହନୁମାନଙ୍କ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ କରନ୍ତୁ
  • ଘରେ ରାମାୟଣ ପାଠ କରନ୍ତୁ
  • ଘରର ଐଶାନ୍ୟ କୋଣରେ ସଫାପାତ୍ରରେ ଜଳ ଭର୍ତି କରି ରଖନ୍ତୁ
  • ଘରର ରୋଷେଇ କକ୍ଷ ସଠିକ ସ୍ଥାନରେ କରନ୍ତୁ
  • ଘରେ ଶଙ୍ଖ ରଖନ୍ତୁ। ଘରର ସମ୍ମୁଖଭାଗକୁ ସଫା ରଖନ୍ତୁ
  • ଘରେ ଘୋଡ଼ାର ନାଲ ରଖନ୍ତୁ। ଏହା ନକରାତ୍ମକ ଶକ୍ତିକୁ ଦୂର କରିଥାଏ
  • ଘରର ଅଗଣାରେ ତୁଳସୀ ବୃକ୍ଷ ସମ୍ମୁଖ ଭାଗରେ କଦଳୀ ବୃକ୍ଷ ଲଗାନ୍ତୁ
  • ଘରେ ପୂଜା କରିବା ସମୟରେ ସକାଳେ ସନ୍ଧ୍ୟାରେ ଶଙ୍ଖ ବଜାନ୍ତୁ ଭଗବାନଙ୍କ ନିକଟରେ ଦୀପ ଲଗାନ୍ତୁ
  • ଘରର ମୁଖ୍ୟଦ୍ୱାରରେ ହଳଦୀରେ ଶୁଭ ଲାଭ ଲେଖନ୍ତୁ। ହଳଦୀରେ କିଛି ଜଳ ମିଶାଇ ଏକ ପାନପତ୍ର ଦ୍ୱାରା ସମ୍ପୂର୍ଣ୍ଣ ଘରେ ଛିଂଚନ କରନ୍ତୁ। ଏପରି କରିବା ଦ୍ୱାରା ଗୃହରେ ମାଲକ୍ଷ୍ମୀ ସର୍ବଦା ବାସ କରନ୍ତି
Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×