Quantum Mirror

୨୫ ଜଣ ଡିଏସପିଙ୍କୁ ନୁଆ ସ୍ଥାନକୁ ହୋଇଛି ଟ୍ରାନସଫର

୨୫ ଜଣ ଡିଏସପିଙ୍କୁ ନୁଆ ସ୍ଥାନକୁ ହୋଇଛି ଟ୍ରାନସଫର

ଭୁବନେଶ୍ବର: ଡିଏସପି ସ୍ତରରେ ଅଦଳବଦଳ। ୨୫ ଜଣ ଡିଏସପିଙ୍କୁ ନୁଆ ସ୍ଥାନକୁ ହୋଇଛି ଟ୍ରାନସଫର। ସେଥିରେ ଅଛନ୍ତି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେଉଥିବା ୮ଜଣ ଡିଏସପିଙ୍କୁ ବିଭିନ୍ନ ଜିଲ୍ଲାକୁ ଟ୍ରାନସଫର । ସେହିପରି ୧୭ ଜଣ ଡିଏସପି ଅନ୍ଯତ୍ର ବଦଳି କରାଯାଇଛି । ସେହିପରି ଖୋର୍ଦ୍ଧାରେ କାମ କରୁଥିବା ଅନୁପ କାନୁନଗୋଙ୍କୁ ବାଲେଶ୍ବର ପିସିଆର ସେଲକୁ ଟ୍ରାନସଫର କରାଯାଇଛି। ସେହିପରି ପାନପୋଶ ଡିଏସପି ଅସୀମ ପଣ୍ଡାଙ୍କୁ ମଧ୍ଯ ରାଉଲକେଲା ପିସିଆର ସେଲକୁ ଟ୍ରାନସଫର ହୋଇଛି।    ସେମାନଙ୍କ ମଧ୍ଯରେ ଅଛନ୍ତି ଭୁବନେଶ୍ବର କମିସନରେଟ କାମ କରୁଥିବା ଡିଏସପି ତଥା ଏସିପି ରବିନ୍ଦ୍ର ନାଥ ସତପଥି ଅନୁଗୁଳକୁ ଆଇୟୁସିଏଡବ୍ଲୁ କୁ ଟ୍ରାନସଫର କରାଯାଇଛି।

ଏନେଇ ଓଡିଶା ପୋଲିସ ପକ୍ଷରୁ ବଦଳି ପାଇଁ ନୋଟିଫିକେସନ ଜାରି କରାଯାଇଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×