ରାଜ୍ୟକୁ ମାଡି ଆସୁଥିବା ସାମ୍ଭବ୍ୟ ବନ୍ୟା ପରିସ୍ଥିତି ବେଳେ ହାଇ ଆଲର୍ଟରେ ଅଛନ୍ତି ଜଳସମ୍ପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ । ରାଜ୍ୟ ସଚ୍ଚିବାଳୟରେ ସଚିବ ଓ ମୁଖ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନ ପରେ ସେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଅଚାନକ କଟକ ଯୋବ୍ରା ବ୍ୟାରେଜ ଯାଇ ସ୍ଥିତି ପରଖିଛନ୍ତି । ରାତି ପ୍ରାୟ ୯ଟା ବେଳେ ମନ୍ତ୍ରୀ ଅନିକଟ ପୋଲ ଉପରକୁ ଯାଇ ମହାନଦୀରେ ପ୍ରଭାବିତ ବନ୍ୟାଜଳ ସ୍ଥିତି ଦେଖିଥିଲେ। ଏହି ସମୟରେ ଅଧିକ୍ଷଣ ଯନ୍ତ୍ରୀ ବେଳେଶ୍ୱରନାଥ ସାହୁ,ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।