ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ ଟଙ୍କା, ପିସ୍ତଲ, ବାଇକ ଜବତ ବରମୁଣ୍ଡାରେ ବନ୍ଧୁକ ମୁନରେ ମହିଳାଙ୍କ ନିକଟରୁ ୯୪ ହଜାର ଲୁଟ ମାମଲାରେ ଥିଲେ ସମ୍ପୃକ୍ତ ବାଲିଅନ୍ତା, ଧଉଳୀ ଲୁଟ ମାମଲାରେ ମଧ୍ଯ ହାତ ଥିଲା । ଲୁଟେରା ମୁଖ୍ଯ ପାଟୁ ଖାଁ ସହିତ ତାର ତିନି ସହଯୋଗି କୁ ସ୍ପେଶାଲ ସ୍କ୍ବାଡ ସହାୟତାରେ କମିଶନରେଟ ପୋଲିସ କଲା ଗିରଫ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।