ପିଲାମାନେ ପସନ୍ଦ କରୁଥିବା ସବୁଠାରୁ ଲୋକପ୍ରିୟ କାର୍ଟୁନ ସୋ ସ୍କୁବି ଡୋର ସହ ନିର୍ମାତା ଓ କାର୍ଟୁନ ଚିତ୍ରକର ଜୋ ରୁବିଙ୍କର ପରଲୋକ ହୋଇଯାଇଛି । ଗତ ବୁଧବାର ଓ୍ବେଷ୍ଟଲେକ୍ ଗାଁରେ ତାଙ୍କର ପରଲୋକ ହୋଇଛି।ବିୟୋଗ ବେଳେ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ଜୋ ଦୀର୍ଘଦିନରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ ୧୯୩୩ ମସିହା ମାର୍ଚ୍ଚ ୩୦ତାରିଖରେ ଲସଆଞ୍ଜେଲସରେ ଜନ୍ମ ହୋଇଥିଲେ। ସେ ପ୍ରଯୋଜନା କାମ ଆରମ୍ଭ କରିବା ପୂର୍ବରୁ ଓ୍ବାଲ୍ଟ ଡିସନି ପ୍ରଡକ୍ସନରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।ଜୋ ରୁବି ଜଣେ ଭଳ ଚିତ୍ରକାର ମଧ୍ୟ ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।