ଦୁଇ ଆଇଏଏସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମରେ କୋଭିଡ଼ ପରିଚାଳନାରେ ଭଲ କାମ କରିଥିବାରୁ ୨ ଯୁବ ଆଇଏଏସଙ୍କୁ ପ୍ରଶାଂସା କରିଛନ୍ତି ଅସିତ । ଦୁଇ ଆଇଏଏସ ହେଉଛନ୍ତି ପାରୁଲ ପତୱାରି ଓ ବିଶାଲ ସିଂ । ଏବେ ସେମାନେ ଖୋର୍ଦ୍ଧା ଓ ବିଏମସିକୁ ସହଯୋଗ କରିବେ । ଗଞ୍ଜାମରେ ସ୍ପେଶାଲ ଏଡ଼ିଏମ ଭାବେ ନିଯୁକ୍ତ ଥିଲେ ସେହି ଦୁଇ ଆଇଏଏସ ।
Young IAS officers, Parul Patwari & Vishal Singh have contributed significantly in helping Ganjam Dist recover from its peak caseload of #COVID19. CM @Naveen_Odisha congratulates them & wishes them success in their next assignment with BMC & Khordha district. #OdishaFightsCorona https://t.co/zPZcfK0b17
— CMO Odisha (@CMO_Odisha) September 1, 2020