ଚୀନକୁ ଝଟକା, ପବ୍-ଜି ଓ ଆଉ ୧୧୮ ଚାଇନା ଆପକୁ ବ୍ୟାନ କଲେ ଭାରତ ସରକାର
ଚୀନକୁ ଝଟକା, ପବ୍-ଜି ଓ ଆଉ ୧୧୮ ଚାଇନା ଆପକୁ ବ୍ୟାନ କଲେ ଭାରତ ସରକାର
ଚୀନକୁ ଝଟକା । ଚୀନ ସହ ସୀମା ବିବାଦ ପରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ଗେମିଂ ଆପ୍ ପବଜି ଉପରେ କଟକଣା ଲାଗୁ କରାଯାଇଛି । ପବଜି ସମେତ ଆଉ ୧୧୮ ଚାଇନା ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ୱାରା ଏହି କଟକଣା ଲାଗୁ କରାଯାଇଛି । ଏଯାଏଁ ସମୁଦାୟ ୨୨୪ଟି ଚୀନ ଆପ ଉପରେ କଟକଣା ଲାଗିଛି । ସେହିପରି ପୂର୍ବରୁ ୧୦୬ ଟି ଚୀନ ଆପ ଉପରେ କଟକଣା ଲାଗୁ କରିଥିଲେ କାରତ ସରକାର ।
Government blocks 118 mobile apps which are prejudicial to sovereignty and integrity of India, Defence of India, Security of State and Public Order: Govt of India
PUBG MOBILE Nordic Map: Livik, PUBG MOBILE LITE, WeChat Work & WeChat reading are among the banned mobile apps. pic.twitter.com/VWrg3WUnO8
— ANI (@ANI) September 2, 2020