ରାଜ୍ୟରେ ଆଜି ୩୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୪୦୭୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 3303 #COVID19 patients have recovered and are being discharged on 02.09.2020
650 from Cuttack
493 from Khordha
213 from Jajapur
209 from Ganjam
185 from Rayagada
172 from Sambalpur
149 from Koraput
128 from Puri
125 from Nayagarh
104 from Mayurbhanj
90 from Keonjhar— H & FW Dept Odisha (@HFWOdisha) September 2, 2020