ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍ ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍ By Quantum Mirror On Sep 3, 2020 20 ଆଜି ପୁଣି ହୀରାକୁଦ ଡ୍ୟାମର ୩ଟି ଗେଟ୍ ବନ୍ଦ ହୋଇଛି । ୧୬ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳସ୍ତର ରହିଛି ୬୨୪.୨୫ଫୁଟ୍ ରହିଛି। ସେହିପରି ଏଥିରେ ପ୍ରବେଶ କରୁଛି ୨ଲକ୍ଷ ୭୮ ହଜାର ୩୫୪ କ୍ୟୁସେକ ଜଳ । 20 Share