SOP ଜାରି କଲା ଗୃହ ବିଭାଗ । କୌଣସି ବ୍ୟକ୍ତି କୁ ମାଜିଷ୍ଟ୍ରେଟ ଙ୍କ ପାଖରେ ହଜାର କରିବା ଆଗରୁ କୋଭିଡ଼ 19 ଟେଷ୍ଟ ବାଧ୍ୟତାମୂଳକ ନିର୍ଦ୍ଧିଷ୍ଟ ମେଡିକାଲ ର ମେଡିକାଲ ଅଫିସର ଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଅଣ୍ଟିଜେନ ଟେଷ୍ଟ ଦ୍ୱାରା ନେଗେଟିଭି ସାବ୍ୟସ୍ତ ହେବା ପରେ କୌଣସି ସୀମଟମ ନଥିବା ଅଭିଯୁକ୍ତ ଜେଲ ଯିବେ ପୋଜିଟିଭ ଚିହ୍ନଟ ହେଲେ କୋର୍ଟ ଙ୍କ ଅନୁମତି ନେଇ କୋଭିଡ କେୟାର କିମ୍ବା ମେଡିକାଲ କୁ ସ୍ଥାନାନ୍ତର କରାଯିବ ନୂଆକରି ଜେଲ ଯାଇଥିବା ଅଭିଯୁକ୍ତ ଙ୍କୁ ଆଇସୋଲେସନ ୱାର୍ଡ ରେ ରହିବେ ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |