ଦୟା ନଦୀକୁ ଡେଇଁ ପଡିଲେ ଯୁବକ ଦୟା ନଦୀକୁ ଡେଇଁ ପଡିଲେ ଯୁବକ By Quantum Mirror Last updated Sep 3, 2020 35 ଭୁବନେଶ୍ବର ଦୟା ନଦୀକୁ ଡେଇଁ ପଡିଲେ ଯୁବକ । ବ୍ରିଜ୍ ଉପରେ ନିଜ ଗାଡି ରଖି ଭରା ନଦୀକୁ ଡେଇଁ ପଡିଲେ । ନିଖୋଜ ଯୁବକଙ୍କ ନାମ ମଧୁସୁଦନ ଖୁଣ୍ଟିଆ, ଘର ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର ଗ୍ରାମର ଖୁଣ୍ଟିଆ ସାହି, ଘଟଣା ସ୍ଥଳରେ ଧଉଳୀ ପୋଲିସ୍ ଓ ଦମକଳ ବାହିନୀ, ଉଦ୍ଧାର କାର୍ଯ୍ୟ ଜାରି । କାରଣ ଅସ୍ପଷ୍ଟ https://quantummirror.in/wp-content/uploads/2020/09/WhatsApp-Video-2020-09-03-at-2_out_0.11.13-PM.mp4 35 Share