Quantum Mirror

ସୁସ୍ଥ ହେଲେ ଆଉ ୩୨୭୮ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ଆଉ ୩୨୭୮ କରୋନା ଆକ୍ରାନ୍ତ

ରାଜ୍ୟରେ ଆଉ ୩୨୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୭,୩୫୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୩୬୮, କଟକରୁ ୨୩୦, ଯାଜପୁରରୁ ୧୯୫, ରାୟଗଡାରୁ ୧୮୭, ବରଗଡରୁ ୧୮୫, ବାଲେଶ୍ୱରରୁ ୧୨୪, ପୁରୀରୁ ୧୨୨, ନୟାଗଡରୁ ୧୨୧, ମାଲକାନଗିରି ଓ ମୟୂରଭଞ୍ଜରୁ ୧୧୭ ଜଣ, କୋରାପୁଟରୁ ୧୦୭, ସୁନ୍ଦରଗଡରୁ ୧୦୪, ଭଦ୍ରକରୁ ୯୮, ଝାରସୁଗୁଡାରୁ ୮୯, କନ୍ଧମାଳରୁ ୮୮, ଜଗତସିଂହପୁରରୁ ୭୭, କେନ୍ଦୁଝରରୁ ୬୯, ସମ୍ବଳପୁରରୁ ୬୭, ଢେଙ୍କାନାଳରୁ ୬୬, ନବରଙ୍ଗପୁରରୁ ୪୭, ଗଜପତିରୁ ୪୩, ନୂଆପଡାରୁ ୨୫, ବଲାଙ୍ଗିରରୁ ୨୪, କଳାହାଣ୍ଡିରୁ ୨୪, ସୋନପୁରରୁ ୨୩, ବୌଦ୍ଧରୁ ୮, ଦେଓଗଡରୁ ୫ ଓ ଅନୁଗୁଳରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×