ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୮୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୯୦,୩୩୧କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ କରି ଏହାର ସୂଚନା ଦିଆଯାଇଛି।
Another 2980 #COVID19 patients have recovered and are being discharged on 04.09.2020
654 from Cuttack
263 from Khordha
212 from Ganjam
207 from Mayurbhanj
133 from Sambalpur
126 from Bolangir
114 from Nayagarh
114 from Puri
111 from Baleswar
103 from Koraput
91 from Kendrapara— H & FW Dept Odisha (@HFWOdisha) September 4, 2020