Quantum Mirror

ଆଜି ରାଜ୍ୟର ୩୦ ଜିଲ୍ଲାରୁ ୩୫୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟର ୩୦ ଜିଲ୍ଲାରୁ ୩୫୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ସର୍ବାଧିକ ୩୦ ଜିଲ୍ଲାରୁ ୩୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୮୭୮, ମୟୁରଭଞ୍ଜରୁ ୩୨୬, କଟକରୁ ୨୯୫, ବରଗଡ଼ରୁ ୨୭୪, ଯାଜପୁରରୁ ୨୦୬, ବାଲେଶ୍ୱରରୁ ୧୫୩, ଗଞ୍ଜାମରୁ ୧୦୨, ସୋନପୁରରୁ ୯୯, ନୂଆପଡ଼ାରୁ ୯୮, କୋରାପୁଟରୁ ୯୦, ଝାରସୁଗୁଡ଼ାରୁ ୮୭, ଜଗତସିଂହପୁରରୁ ୮୫, ସମ୍ବଲପୁରରୁ ୮୩, ଢ଼େଙ୍କାନାଳରୁ ୬୯, ଅନୁଗୁଳରୁ ୬୮, ବୌଦ୍ଧରୁ ୬୭, ରାୟଗଡ଼ାରୁ ୬୭, ପୁରୀରୁ ୬୧, ସୁନ୍ଦରଗଡ଼ରୁ ୫୬, ଭଦ୍ରକରୁ ୫୦, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୪୪, କନ୍ଧମାଳରୁ ୩୮, ବଲାଙ୍ଗୀରରୁ ୩୭, କଳାହାଣ୍ଡିରୁ ୩୭, ନୟାଗଡ଼ରୁ ୩୪, ନବରଙ୍ଗପୁରରୁ ୩୩, ଜପତିରୁ ୨୯, ମାଲକାନଗିରିରୁ ୨୫, ଦେଓଗଡ଼ରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×