ରାଜ୍ୟରେ ଆଉ ୩୪୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୩,୭୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 3443 #COVID19 patients have recovered and are being discharged on 05.09.2020
951 from Khordha
251 from Cuttack
213 from Mayurbhanj
164 from Bhadrak
161 from Dhenkanal
154 from Rayagada
148 from Ganjam
144 from Jajapur
137 from Baleswar
117 from Nayagarh
110 from Koraput— H & FW Dept Odisha (@HFWOdisha) September 5, 2020