ବଲିଉଡ୍ ଅଭିନେତା ଅର୍ଜୁନ କାପୁର କରୋନାରେ ସଂକ୍ରମିତ ହୋଇଛନ୍ତି । ଅର୍ଜୁନ ନିଜର କରୋନା ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରରେ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି । କିନ୍ତୁ ସେ ସୁସ୍ଥ ଅଛନ୍ତି । କରୋନା ଜଣାପଡ଼ିବା ପରେ ସେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ର ରହିଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଛନ୍ତି । ଏହା ପୂର୍ବରୁ ବିଗ ବି ଅଭିତାଭ ବଚ୍ଚନଙ୍କ ପରିବାର କରୋନାର ଶିକାର ହୋଇଥିଲେ ।
#ArjunKapoor takes to social media and confirms he’s tested positive for #COVID19. We wish him a quick recovery! pic.twitter.com/xchs2sjwtU
— Filmfare (@filmfare) September 6, 2020