ପୁରୀଘାଟ ଥାନା ର ଦ୍ବାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶନୀ। ପୁରୀଘାଟ ଥାନା ର ଦ୍ବାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶନୀ। By Quantum Mirror On Sep 8, 2020 24 ପୁରୀଘାଟ ଥାନା ର ଦ୍ବାରସ୍ଥ ହେଲେ ବର୍ଷା । ଗତକାଲି ଖାଇବା ଦେବା ସମୟରେ ଫୋଟୋ ଉଠାଇବା ଘଟଣା କୁ ନେଇ ଲିଖିତ ଅଭିଯୋଗ କରିଲେ ବର୍ଷା । ଏ ନେଇ ଏକ ଷ୍ଟେସନ୍ ଡାଇରୀ ରୁଜୁ ହୋଇଛି । ବର୍ଷା ଙ୍କ ସୁରକ୍ଷା ଲାଗି ଜଣେ ମହିଳା ପୋଲିସ କୁ ନିୟୋଜିତ କରାଯାଇଥିବା ସୂଚନା । କମିଶରେଟ୍ ପୋଲିସ ପକ୍ଷରୁ ସୂଚନା । 24 Share