ଖଣ୍ଡଗିରି ନିକଟରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ! ଖଣ୍ଡଗିରି ନିକଟରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ! By Quantum Mirror Last updated Sep 8, 2020 22 ଖଣ୍ଡଗିରି ନିକଟରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା । ପରିବା ବୋଝେଇ ଟ୍ରକରେ ହେଉଥିଲା ଗଞ୍ଜେଇ ଚାଲାଣ । ଆନ୍ଧ୍ରାରୁ ବିହାର ଅଭିମୁଖେ ଯାଉଥିଲା ଚାଲାଣ, ଖଣ୍ଡଗିରି ନିକଟରେ ଟ୍ରକ୍ ଅଟକ, ପୋଲିସ୍ ତଦନ୍ତ ଜାରି । 22 Share