Quantum Mirror

ବରିଷ୍ଠ ଆର୍ୟ୍ୟ ସମାଜ ନେତା ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ

ବରିଷ୍ଠ ଆର୍ୟ୍ୟ ସମାଜ ନେତା ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ

ବରିଷ୍ଠ ଆର୍ୟ୍ୟ ସମାଜ ନେତା ସାମାଜିକ କର୍ମୀ ତଥା ବିପ୍ଳବୀ ଧାର୍ମିକ ନେତା ସ୍ବାମୀ ଅଗ୍ନିବେଶଙ୍କର ଆଜି ପରଲୋକ ହୋଇଛି । ୮୦ ବର୍ଷ ବୟସରଙ୍କ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ସେ ଧରି ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାପଡିଛି । ତେବେ ଗତ ମଙ୍ଗଳବାର ତାଙ୍କର ସ୍ବା‌ସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁୂୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଗତକାଲି ସନ୍ଧ୍ୟାରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ସରକାରଙ୍କ ପକ୍ଷରୁ ନକ୍ସଲମାନଙ୍କ ସହ କଥାବାର୍ତ୍ତା କରି ଚର୍ଚ୍ଚାକୁ ଆସିଥିଲେ ଆର୍ଯ୍ୟସମାଜ ନେତା ଅଗ୍ନିବେଶ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×