ଆଜି ରାଜ୍ୟରେ ଆଉ ୩୭୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୨୫,୭୩୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 3714 #COVID19 patients have recovered and are being discharged on 15.09.2020
744 from Khordha
397 from Bargarh
375 from Cuttack
242 from Jajapur
201 from Puri
152 from Mayurbhanj
117 from Jharsuguda
115 from Baleswar
115 from Koraput
100 from Kandhamal— H & FW Dept Odisha (@HFWOdisha) September 15, 2020