ଆଜି ରାଜ୍ୟରେ ଆଉ ୪୧୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୨୯,୮୫୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Happy to share that Odisha has touched the highest single day recovery of #COVID19 patients with the discharge of 4121 patients today.
The total recovered cases of Odisha now stand at 129859.
752 from Khordha
440 from Cuttack
275 from Puri
272 from Jajapur
268 from Nuapada— H & FW Dept Odisha (@HFWOdisha) September 16, 2020