ଭୁବନେଶ୍ୱର: ଆଜି ରାଜ୍ୟରେ ୪୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୧୭ସଙ୍ଗରୋଧ କେନ୍ଦ୍ରରୁ ଓ ୧ହଜାର ୮୨୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସହ ୧,୯୬,୮୮୮ ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 23rd September
New Positive Cases: 4340
In quarantine: 2517
Local contacts: 1823(Details of local contacts will be shared by concerned Dist Administration)
District Wise Cases
1. Angul: 155
2. Balasore: 162
3. Bargarh: 108
4. Bhadrak: 105
5. Balangir: 53— I & PR Department, Odisha (@IPR_Odisha) September 24, 2020