ଭୁୁବନେଶ୍ୱର: ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୨୩୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨୦ଜଣ ଚିହ୍ନଟ ହୋଇଛନ୍ତି । ଏହା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୨୬୦୯ରେ ପହଞ୍ଚିଛି । ସୂଚନା ଏବଂ ଲୋକସମ୍ପର୍କ ବିିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Covid-19 Report For 27th September
New Positive Cases: 3235
In quarantine: 1915
Local contacts: 1320(Details of local contacts will be shared by concerned Dist Administration)
District Wise Cases
1. Angul: 179
2. Balasore: 100
3. Bargarh: 137
4. Bhadrak: 67
5. Balangir: 101— I & PR Department, Odisha (@IPR_Odisha) September 28, 2020