ରାଜଧାନୀରେ ନକଲି ଜର୍ଦ୍ଦା ଓ ସିଗାରେଟ୍ ଜବତ ରାଜଧାନୀରେ ନକଲି ଜର୍ଦ୍ଦା ଓ ସିଗାରେଟ୍ ଜବତ By Quantum Mirror On Sep 30, 2020 24 ଭୁବନେଶ୍ୱର : ରାଜଧାନୀ ଓ ଏହା ଆଖପାଖ ଅଂଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ସିଗାରେଟ୍ ଜବତ । ପ୍ରାୟ ୨ କ୍ବିଣ୍ଟାଲରୁ ଅଧିକ ନାମୀଦାମୀ କଂପାନୀର ପାନ ମସଲା ଜବତ କଲା STF । ୨ ଗିରଫ । ଏହା ସହ ଗୋଦାମ ସିଲ କଲା STF । 24 Share