ଭୁୁବନେଶ୍ୱର: ଆଜି ରାଜ୍ୟରୁ ୩୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୧୮ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ୧୪୯୭ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 30th September
New Positive Cases: 3615
In quarantine: 2118
Local contacts: 1497(Details of local contacts will be shared by concerned District Administration)
District Wise Cases
1. Angul: 188
2. Balasore: 96
3. Bargarh: 86
4. Bhadrak: 61
5. Balangir: 81— I & PR Department, Odisha (@IPR_Odisha) October 1, 2020