ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୯୮,୧୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 4066 Covid patients have recovered and are being discharged on 03.10.2020
648 from Khordha
521 from Cuttack
225 from Anugul
181 from Jajapur
167 from Sundargarh
152 from Jagatsinghpur
152 from Nuapada
141 from Bargarh
135 from Nabarangpur
128 from Sambalpur— H & FW Dept Odisha (@HFWOdisha) October 3, 2020