Quantum Mirror

ଗଜପତି ଜିଲ୍ଲାରେ ଲଗାଣ ବର୍ଷା ର ପ୍ରଭାବରେ ଭାଙ୍ଗି ଗଲା ଝାଡବନ୍ଧ ଘାଇ

ଗଜପତି ଜିଲ୍ଲାରେ ଲଗାଣ ବର୍ଷା ର ପ୍ରଭାବରେ ଭାଙ୍ଗି ଗଲା ଝାଡବନ୍ଧ ଘାଇ

ଗଜପତି: ଗଜପତି ଜିଲ୍ଲାରେ ଲଗାଣ ବର୍ଷା ର ପ୍ରଭାବରେ ଭାଙ୍ଗି ଗଲା ଝାଡବନ୍ଧ ଘାଇ, ନିର୍ଦ୍ଧାରିତ ଜଳସ୍ଥର ବୃଦ୍ଦି ପାଇବାରୁ ଭାଙ୍ଗି ଗଲା ମୋହନା ବ୍ଳକର ଗୁବୁରୀଗୁଡା ଗ୍ରାମ ନିକଟସ୍ଥ ଝାଡବନ୍ଧ ଘାଇ, ତିତିଲି ବାତ୍ୟା ରେ ଆଂଶିକ ଭାଙ୍ଗି ଯାଇଥିଲା, ଘାଇ ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଵେ ମାତ୍ରାଧିକ ବର୍ଷା ରେ ସମ୍ପୂର୍ଣ୍ଣ ଭାଙ୍ଗି ଜଳ ଶୁନ୍ୟ ହେବାରେ ଲାଗିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×