ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ କୋରୋନା ପଜିଟିଭ୍ ଚିହ୍ନଟ
ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ କୋରୋନା ପଜିଟିଭ୍ ଚିହ୍ନଟ
ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟରେ ଲେଖିଛନ୍ତି ଯେ, କରୋନାର କୌଣସି ଲକ୍ଷଣ ନଥିଲେ ବି ଯେହେତୁ ସ୍ୱାବ ଟେଷ୍ଟ ପଜିଟିଭି ଆସିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ୨ ଦୁଇ ସପ୍ତାହ ପାଇଁ ସଙ୍ଗରୋଧରେ ରହୁଛିି ।
#ମୁଁ_ସଂଗରୋଧରେ_ଅଛି
ଯଦିଓ Coronaର କୌଣସି ଲକ୍ଷଣ ନାହିଁ; କିନ୍ତୁ ମୋର ସ୍ୱାବ ଟେଷ୍ଟ ରିପୋର୍ଟ Positive ଆସିଛି।
ଡାକ୍ତରଙ୍କ ପରାମର୍ଶରେ ମୁଁ 2ସପ୍ତାହ ସଂଗରୋଧରେ ରହୁଛି।— Pritiranjan Gharai (@PritiranjanBJD) October 20, 2020