ବିରଳ କଇଁଛ ଉଦ୍ଧାର ବିରଳ କଇଁଛ ଉଦ୍ଧାର By Quantum Mirror On Oct 28, 2020 44 ପଶ୍ଚିମବଙ୍ଗ: ବର୍ଦ୍ଧମାନ ଜିଲ୍ଲାର ଏକ ପୋଖରୀରୁ ସମ୍ପୂର୍ଣ ହଳଦୀ ରଙ୍ଗର ଏକ ବିରଳ କଇଁଛ ମିଳିଛି।ଏହି ଜାତୀୟ କଇଁଛ ମିଳିବାରେ ଏହା ଦ୍ୱିତୀୟ ଘଟଣା।ପ୍ରଥମେ ଓଡ଼ିଶା, ବାଲେଶ୍ୱର ର ଏକ ଗ୍ରାମରୁ ଏଭଳି ଏକ କଇଁଛ ଉଦ୍ଧାର କରାଯାଇଥିଲା। 44 Share