ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୭୨୦୩୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 1908 Covid patients have recovered and are being discharged on 29.10.2020
222 from Khordha
170 from Sundargarh
126 from Anugul
102 from Kendrapara
100 from Cuttack
96 from Bolangir
89 from Baleswar
80 from Mayurbhanj
76 from Kalahandi
73 from Jagatsinghpur— H & FW Dept Odisha (@HFWOdisha) October 29, 2020