ଭୁବନେଶ୍ୱର: ଆଜି ରାଜ୍ୟରୁ ୧୪୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋିଛନ୍ତି । ସେମାନଙ୍କ ମଧ୍ୟରେ ୬୧୭ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରିି ସଙ୍ଗରୋଧ କେନ୍ଦ୍ରରୁ ୮୫୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୧୧୬ରେ ପହଞ୍ଚିଛି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Covid-19 Report For 29th October
New Positives Cases 1470
In quarantine: 853
Local contacts: 617(Details of local contacts will be shared by concerned District Administration)
District Wise Cases:
1. Angul: 76
2. Balasore: 56
3. Bargarh: 61
4. Bhadrak: 19
5. Balangir: 63— I & PR Department, Odisha (@IPR_Odisha) October 31, 2020