Quantum Mirror

ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ

ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ବ୍ରାଉନସୁଗରର ବେପାର କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିଛି ଜଳେଶ୍ବରର ହସିମ ବକ୍ସଙ୍କୁ। ତାଙ୍କ ନିକଟରୁ ଜବତ ହୋଇଛି ଏକ କିଲୋ ୧୭୦ ଗ୍ରାମର ବ୍ରାଉନସୁଗରର। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ଯ ଏକ କୋଟି ୧୭ ଲଷ ଟଙ୍କ। ଜାନୁଆରୀଠୁ ବର୍ତମାନ ପର୍ଯ୍ୟନ୍ତ ୨୨ କେଜି ୧୬୮ ଗ୍ରାମ  କେବଳ ୨୪ ଟି କେସ୍‌ ରେ ଏସଟିଏଫ ଧରିଛି । ଅଭିଯୁକ୍ତ କୁ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳ ରୁ ଗିରଫ କରାଯାଇଛି । ସୁଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସୈ।ମେନ୍ଦ୍ର ପ୍ରିୟଦର୍ଶୀ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×