ରାଜ୍ୟରେ ପୁଣି ୧୭ କରୋନା ସଂକ୍ରମିତ ମୃତ, ୧୪ ଶହ ଡେଇଁଲା ମୃତକଙ୍କ ସଂଖ୍ୟା
ରାଜ୍ୟରେ ପୁଣି ୧୭ କରୋନା ସଂକ୍ରମିତ ମୃତ, ୧୪ ଶହ ଡେଇଁଲା ମୃତକଙ୍କ ସଂଖ୍ୟା
ଭୁବନେଶ୍ୱର : ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
Regret to inform the demise of Seventeen #COVID19 positive patients while under treatment in hospitals.
1.A 63-year-old male of Cuttack district.
2.A 67-year-old male of Cuttack district who was also suffering from Hypertension.
3.A 58-year-old male of Mayurbhanj district.— H & FW Dept Odisha (@HFWOdisha) November 7, 2020