ଓଡିଶାର ବିଶ୍ୱଦୀପ ଜେନା ଆଇ ସି ଏ ଆର ଟପ୍ପର ଓଡିଶାର ବିଶ୍ୱଦୀପ ଜେନା ଆଇ ସି ଏ ଆର ଟପ୍ପର By Quantum Mirror On Nov 7, 2020 148 ଭୁବନେଶ୍ୱର: ଓଡିଶାର ବିଶ୍ୱଦୀପ ଜେନା ଆଇ ସି ଏ ଆର ଦ୍ୱାରା ପରିଚାଳିତ ପିଏଚଡ଼ି ଏଣ୍ଟ୍ରାନ୍ସ ଏଗଜମରେ ସର୍ବଭାରତୀୟ ସ୍ତରରେ ଟପ୍ପର | ପ୍ରାଣୀ ଶଲ୍ୟ ଓ ରଞ୍ଜନ ରଶ୍ମି ବିଷୟରେ ଟପ୍ପର | ଏହି ବିଷୟରେ ଟପ୍ପର ହେବା ଓଡ଼ିଆ ଛାତ୍ର ଭାବେ ପ୍ରଥମ | 148 Share